CRISIS
INDIA
ODISHA
ଫସଲ ଖାଇଦେବାରୁ ଧାରୁଆ ଅସ୍ତ୍ରରେ ଛେଳିକୁ ହାଣିଦେଲେ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି, ଅଭିଯୁକ୍ତ…
ଦିଗପହଣ୍ଡି, ୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଫସଲ ନଷ୍ଟକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ରେ ଛେଳି ପଶି ଫସଲ ଖାଇଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ଛେଳିକୁ ଧାରୁଆ ଅସ୍ତ୍ରରେ ହାଣି ଗୁର
Read the original at ଧରିତ୍ରୀ ↗