GOOD
INDIA
ODISHA
ପୁଇଁତୋଳା ସାନ ସାହିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ, ୯ ଦିନ ଧରି ଚାଲିବ…
ଗଞ୍ଜାମ,୨୫।୧୦(ବିଦ୍ୟାଧର ସାହୁ ): ପୁଇଁତୋଳା ସାନ ସାହି ଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ରବିବାର ଆରମ୍ଭ ହୋଇଛି । ଶନିବାର ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାରେ ବଡ଼ ବନ୍ଧ ପୁଷ୍କରିଣୀରୁ ପାଣି ଅଣାଯିବା ପରେ ହୋମ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ସମଗ୍ର ପୁଇଁତୋଳା ଗ୍ରାମ ଉତ୍ସବ ମୁଖର
Read the original at ଧରିତ୍ରୀ ↗