Flag of Indiaसत्यमेव जयते
GOOD INDIA ODISHA

କ୍ୟାଚ ଧରିବା ପାଇଁ ଦୌଡ଼ିଲେ ୩ ଫିଲ୍ଡର: ପାକିସ୍ତାନୀ ଫିଲ୍ଡରଙ୍କ ହାସ୍ୟାସ୍ପଦ କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ ବଲ ହାତରୁ ଖସି ତଳେ ପଡ଼ିଗଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଓମାନରେ ଚାଲିଥିବା ଅଣ୍ଡର-୧୯ ମ

ଧରିତ୍ରୀ Mon, 09 Nov 2026 03:56
ଧରିତ୍ରୀ पर मूल खबर पढ़ें ↗