GOOD
INDIA
ODISHA
ଆଜି ପ୍ରଥମ ଦିନିକିଆ: ପେସ୍ ଆଟାକ୍ ଭାରତ ପାଇଁ ଚିନ୍ତାର କାରଣ
ଅକ୍ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ ନ୍ୟୁଜିଲାଣ୍ଡ ଟୁର୍ କରିଥିବା ଟିମ୍ ଇଣ୍ଡିଆର ଦୁଇ ଷ୍ଟାର୍ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲ
Read the original at ଧରିତ୍ରୀ ↗