GOOD
INDIA
ODISHA
ସ୍କୁଟିକୁ ଧକ୍କା ଦେଲା ଆମ ବସ୍: ୩ ମହିଳା ଗୁରୁତର
କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍ ଧକ୍କାରେ ୩ ମହିଳା ଗୁରୁତର ହୋଇଛି। ଗୁରୁତର ମହିଳା ହେଲେ ସ୍ଥାନୀୟ ଅଞ୍ଚଳର ମାନସୀ ରଣା, ସୁଲୋଚନା ବେହେରା ଓ ମଞ୍ଜୁଲତା ନାଏକ। ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡି
Read the original at ଧରିତ୍ରୀ ↗