Flag of Indiaसत्यमेव जयते
GOOD INDIA ODISHA

Bus Accident: ଗଛରେ ପିଟି ହେଲା ମିନି ବସ୍‌: ଚାଲିଗଲା ୬ ଜୀବନ, ୧୫ ଜଣଙ୍କ ଅବସ୍ଥା ଗୁରୁତର

Bus Accident: ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ଗଛରେ ପିଟି ହେଲା ମିନି ବସ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ର

Odisha Reporter Thu, 22 Oct 2026 12:44
Read the original at Odisha Reporter ↗