GOOD
INDIA
ANDHRA PRADESH
Big Demand Of Andhra CM: ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍କୁ ରଦ୍ଦ କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

Big Demand Of Andhra CM: ବିମୁଦ୍ରାକରଣ ବର୍ଷ ପୂର୍ତ୍ତିର ଗୋଟିଏ ଦିନ ପରେ ବଡ଼ ଦାବି କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ଦୁର୍ନୀତିର ଧାରାକୁ ବନ୍ଦ କରିବା ଓ ଗରିବୀର ବିଲୋପ ପାଇଁ ବଜାରରେ ପ୍ରଚଳିତ ୫୦୦ ଓ ୨ ହଜାର ଟଙ୍କିଆ ନୋଟକୁ ରଦ୍ଦ କରାଯିବା ସପକ୍ଷରେ
Read the original at Odisha Reporter ↗