Flag of Indiaसत्यमेव जयते
GOOD INDIA ODISHA

୪ ଦିନରେ ପହଞ୍ଚିଲା ୧୦୦୦ରୁ ଅଧିକ ଗ୍ୟାସ୍‌ ସିଲିଣ୍ଡର

ଛତ୍ରପୁର, ୩।୧୧ (ଦିଲ୍ଲୀପ ସାମଲ): ବନ୍ୟା ବିପତ୍ତିର ଏହି କଠିନ ସମୟରେ ବିପନ୍ନଙ୍କ ନିକଟରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ଗଞ୍ଜାମ ଜିଲାରେ ଓରମାସ୍‌ (ORMAS)ର ‘ଶକ୍ତିଗାଁ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ମାଧ୍ୟମ ପାଲଟିଛି। ଓରମାସ୍‌, ଜିଲା ପ୍ରଶାସନ ଓ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ୍

ଧରିତ୍ରୀ Tue, 03 Nov 2026 11:33
Read the original at ଧରିତ୍ରୀ ↗