GOOD
INDIA
ODISHA
ନ୍ୟୁଜିଲାଣ୍ଡର ଅହଂକାର ଭାଙ୍ଗିଲା ଭାରତ! ମ୍ୟାଚ ବାତିଲ ପରେ ବି କିୱି ଦଳକୁ ବଡ଼ ଝଟ୍କା ଦେଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ଏହା ମଧ୍ୟରେ ପ୍ରଥମ ୩ଟି ମ୍ୟାଚ ଖେଳାଯାଇସାରିଛି। ପ୍ରଥମ ମ୍ୟାଚରେ ଭାରତ ୫ ଉଇକେଟ୍ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪ ରନରେ ଜିତିଥିଲା ଟିମ ଇଣ୍ଡିଆ। ହାମିଲଟନରେ ଖେଳାଯାଇଥି
Read the original at ଧରିତ୍ରୀ ↗