Flag of Indiaसत्यमेव जयते
GOOD INDIA ODISHA

କଳାହାଣ୍ଡିରେ ଚାଞ୍ଚଲ୍ୟ! ୫ ଦିନ ଧରି ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ବନ୍ଧା ହୋଇଛି….

ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): ପାଞ୍ଚ ଦିନ ଧରି ନିଖୋଜ ଥିଲେ ପ୍ରେମୀ ଯୁଗଳ । ଆଜି ଜଙ୍ଗଲରୁ ମିଳିଲା ଉଭୟଙ୍କ ଝୁଲନ୍ତା ମୃତଦେହ। ତେବେ ମୃତକଙ୍କ ଦୁଇହାତ ବନ୍ଧା ହୋଇଥିବା ବେଳେ ଶରୀରରେ ରକ୍ତଛିଟା ଦେଖିବାକୁ ମିଳିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକା

ଧରିତ୍ରୀ Thu, 22 Oct 2026 11:34
Read the original at ଧରିତ୍ରୀ ↗