GOOD
INDIA
ODISHA
କୋର୍ଟରେ ହାଜର ହେଲେନି, ଶେଷରେ ହାତକଡ଼ି ପଡ଼ିଲା: ହତ୍ୟା ଉଦ୍ୟମ ମାମଲାର ୱାରେଣ୍ଟି ଗିରଫ
ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ୍ ପକ୍ଷରୁ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯାଇଛି। କୋର୍ଟରେ ହାଜର ନ ହୋଇ ଦୀର୍ଘ ଦିନରୁ ଫେରାର୍ ଥିବା ଜଣେ ଜାମିନବିହୀନ ୱାରେଣ୍ଟିକୁ ଦିଗପହଣ୍ଡି ପୋଲିସ୍ ଗିରଫ କରି ମଙ୍ଗଳବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି
ଧରିତ୍ରୀ पर मूल खबर पढ़ें ↗