Flag of Indiaसत्यमेव जयते
GOOD INDIA ODISHA

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି ଦେଖାଇଲେ। ୨୪୧ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ୧୫୪ ରନରେ ୯ଟି ଉଇକେଟ୍‌ ହରାଇ ସାରିଥିଲା। ଏଭଳି ସ୍ଥିତିରେ ଅଷ୍ଟମ

ଧରିତ୍ରୀ Mon, 26 Oct 2026 02:10
Read the original at ଧରିତ୍ରୀ ↗