Flag of Indiaसत्यमेव जयते
GOOD INDIA ODISHA

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ ବାଲେଶ୍ୱର ମୁଖେ ଯାଉଥିବା ଦୁଇଟି ବସ୍‌ରୁ ମୋଟ ୯ଟି ଚୋରା ଗ୍ୟାସ ଭର୍ତ୍ତି ସିଲିଣ୍ଡର ଜବତ କରାଯିବା ସହ ଜଣ

ଧରିତ୍ରୀ Thu, 05 Nov 2026 06:58
ଧରିତ୍ରୀ पर मूल खबर पढ़ें ↗