GOOD
INDIA
ODISHA
ଦୀପାବଳି ପରଦିନ ସକାଳେ ଦିଲ୍ଲୀର ବାୟୁ ହୋଇଯାଇଛି କେତେ ବିଷାକ୍ତ? ରାଜଧାନୀ ପାଲଟିଛି ’ଗ୍ୟାସ ଚାମ୍ବର’
ନୂଆଦିଲ୍ଲୀ,୯।୧୧: ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ଏୟାର କ୍ୱାଲିଟି ଇଣ୍ଡେକ୍ସ’ (AQI) ‘ଗମ୍ଭୀର’ (severe) ବର୍ଗରେ ପହଞ୍ଚିଛି। ସକାଳ ସମୟରେ ସହରର ବିଭିନ୍ନ ସ୍ଥାନରେ ଧୂଆଁ ଓ କୁହୁଡ଼ିର ଏକ ଆସ୍ତରଣ ଦେଖିବାକୁ ମିଳିଥିଲା,
ଧରିତ୍ରୀ पर मूल खबर पढ़ें ↗