GOOD
INDIA
ODISHA
ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!
ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର ଚାହିଦା ବୃଦ୍ଧି ପାଇଥାଏ। ଏଥର ମଧ୍ୟ ଧନତେରସରେ ଲୋକମାନେ ସୁନା ଏବଂ ରୂପାରେ ନିବେଶ କରିବା ପାଇଁ ପ୍ରସ୍ତୁତି କରୁଛନ୍
Read the original at ଧରିତ୍ରୀ ↗