GOOD
INDIA
ODISHA
ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ପାପୁଲି
ଧର୍ମଗଡ଼,୯ା୧୧(ଘାସିରାମ ଜଗତ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗାଁରେ। ଆହତ ଯୁବକ ଜଣକ
ଧରିତ୍ରୀ पर मूल खबर पढ़ें ↗