Flag of Indiaसत्यमेव जयते
GOOD INDIA ODISHA

ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ

କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍‌ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ

ଧରିତ୍ରୀ Thu, 22 Oct 2026 05:24
Read the original at ଧରିତ୍ରୀ ↗