GOOD
INDIA
ODISHA
ବଙ୍ଗୋପସାଗରରେ ପୁଣି ଲଘୁଚାପ! ୧୩ ତାରିଖରୁ ଏହି ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ବର,୧୦।୧୧: ପୁଣି ବଦଳିବ ପାଗ। କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ରାଜ୍ୟରେ ପୁନର୍ବାର ବର୍ଷା ହୋଇପାରେ । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ହେବ । ଏହା
Read the original at ଧରିତ୍ରୀ ↗