Flag of Indiaसत्यमेव जयते
GOOD INDIA ODISHA

‘କର ବା ମର’ପରିସ୍ଥିତିରେ ଭାରତକୁ ଶକ୍ତି ଦେଲେ ସେହୱାଗଙ୍କ ପୁଅ, ଅଣ୍ଡର-୧୯ ଏସିଆ କପରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦିଗ୍ଗଜ ବ୍ୟାଟର୍‌ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବେ ଚାଲିଥିବା ୨୦୨୬ ଅଣ୍ଡର-୧୯ ଏସିଆ କପରେ ଟିମ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି। ଟୁର୍ନାମେଣ୍ଟର ୧୧ତମ ମ୍ୟାଚ ଭାରତ ଓ ୟୁଏଇ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଭାରତୀୟ ଦଳ

ଧରିତ୍ରୀ Tue, 10 Nov 2026 08:11
Read the original at ଧରିତ୍ରୀ ↗