STATE ACTION
INDIA
ODISHA
ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଜୁନାଗଡ଼ରେ ପୋଲିସ୍-ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ୧୫ କିଲୋ ବାସି ମିଠା ଜବତ, ମୋଟା ଜରିମାନା…
ଜୁନାଗଡ଼,୩।୧୧(ସୁନୀଲ କୁମାର ସିଂହ): ଆସନ୍ତା ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ରଖି ଖାଦ୍ୟର ଗୁଣବତ୍ତା, ନିରାପତ୍ତା ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଜୁନାଗଡ଼ ସହରର ବିଭିନ୍ନ ମିଠା ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ହଠାତ୍ ଚଢ଼ାଉ କରାଯାଇଛି। ଏହି ଯାଞ୍
ଧରିତ୍ରୀ पर मूल खबर पढ़ें ↗