GOOD
INDIA
ODISHA
ଡେବ୍ରିଗଡ଼ ପର୍ଯ୍ୟଟନ ଜୋନରେ ବୁଲିଲା ମହାବଳ ବାଘ, ସମ୍ବର ଶିକାର ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ପର୍ଯ୍ଯଟନ ଜୋନରେ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି । ଏହା ଏକ ଅଣ୍ଡିରା ମହାବଳ ବୋଲି ଜଣା ପଡ଼ିଛି । ସୋମବାର ଅପରାହ୍ନ ପ୍ରାୟ ଶେଷ ଭାଗରେ ବାଘଟି ଜଙ୍ଗଲ ତଥା ପରିବେଶ ନିରୀକ୍ଷଣ ପାଇଁ ଅଭୟାରଣ୍ୟର
Read the original at ଧରିତ୍ରୀ ↗