CRISIS
INDIA
ODISHA
ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ
ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ହେବା ଯୋଗୁ ଅନେକ ସ୍ଥାନରେ ପାଇପ୍ ଯୋଗେ ଜଳଯୋଗାଣ ବନ୍ଦ ହୋଇଯାଇଛି। ଏଭଳି ସମସ୍ୟା ଦେଖିବାକୁ ମି
ଧରିତ୍ରୀ पर मूल खबर पढ़ें ↗