GOOD
INDIA
ODISHA
ଓଡ଼ିଶା ସୀମାରେ ଆନ୍ଧ୍ରପ୍ରଦେଶର ବେଆଇନ ନିର୍ବାଚନୀ ପ୍ରଚାର: ଗାଡ଼ି ଅଟକାଇଲେ ପଟ୍ଟାଙ୍ଗି ତହସିଲଦାର, ପୋଲିସକୁ…
ପଟ୍ଟାଙ୍ଗି,୩୦।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମା ଭିତରେ ପ୍ରବେଶ କରି ବେଆଇନ ଭାବେ ପ୍ରଚାର କରୁଥିବା ଆନ୍ଧ୍ରପ୍ରଦେଶର ଏକ ପ୍ରଚାର ଗାଡ଼ିକୁ ସ୍ଥାନୀୟ ତହସିଲଦାର ଅଟକ ରଖିବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହାସହ ଓଡ଼ିଶା ସୀମା ମଧ୍ୟରେ ଏପରି ନିୟମ ଉଲ୍ଲଂଘନ
Read the original at ଧରିତ୍ରୀ ↗