ACCOUNTABILITY
INDIA
ODISHA
9 Sentenced to Life Imprisonment: ଟ୍ରେନ୍ରୁ ଅପହରଣ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ାର ବହୁ ଚର୍ଚ୍ଚିତ ୨୦୧୯ ଅପହରଣ ଓ ମୁକ୍ତିପଣ ଦାବି ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ। ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ୮ ଜଣଙ୍କ ଉପରେ ୨୦ ହଜାର ଓ ଜଣଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟରେ ସେମାନଙ୍କୁ ଯଥାକ୍ରମେ ୬ ମାସ ଓ ୩ ମା
Odisha Reporter पर मूल खबर पढ़ें ↗