Flag of Indiaसत्यमेव जयते
GOOD INDIA ODISHA

ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା, ପ୍ରଶାସନ ଦେଲା ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩।୧୧: ଲଦାଖ ପ୍ରଶାସନ ଶିକ୍ଷା ଓ ପରିବେଶ କ୍ଷେତ୍ରରେ କାମ କରୁଥିବା ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା ଦେଇଛି। ୱାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ୍ସ ଲଦାଖ (HIAL)ର ଡେଜର୍ଟ ଫ୍ଲାୱାର ସ୍କୁଲକୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ

ଧରିତ୍ରୀ Tue, 03 Nov 2026 07:56
Read the original at ଧରିତ୍ରୀ ↗