Flag of Indiaसत्यमेव जयते
GOOD INDIA ODISHA

ଆଉ ନାହାନ୍ତି ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ; ୭୯ ବର୍ଷ ବୟସରେ ଦେହାନ୍ତ, ରାଜନୈତିକ ମହଲରେ ଶୋକ

ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା କାହ୍ନୁଚରଣ ନାଏକଙ୍କର ଗୁରୁବାର ରାତି ପ୍ରାୟ ୮ଟା ସମୟରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥ

ଧରିତ୍ରୀ Thu, 22 Oct 2026 16:34
ଧରିତ୍ରୀ पर मूल खबर पढ़ें ↗