Flag of Indiaसत्यमेव जयते
GOOD INDIA ODISHA

ଆଜି ଧନତେରସରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୧୬ ଦିନ ଯାଏ ୫ ରାଶିଙ୍କ ଧନଲାଭ ଯୋଗ, ଘରକୁ ଆସିବେ ଲକ୍ଷ୍ମୀ

ଆଜି ୬ ନଭେମ୍ୱରରୁ ଆସନ୍ତା ୨୨ ନଭେମ୍ୱର ପର୍ଯ୍ୟନ୍ତ ଶୁକ୍ରଗ୍ରହ କନ୍ୟା ରାଶିରେ ବିରାଜମାନ କରିବେ। କନ୍ୟା ରାଶିରେ ଶୁକ୍ରଙ୍କର ଏହି ଉପସ୍ଥିତି ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଏହି ଭାଗ୍ୟବାନ ରାଶିଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ବଡ଼ ଧରଣର ଲାଭ ପାଇବ

ଧରିତ୍ରୀ Fri, 06 Nov 2026 08:30
Read the original at ଧରିତ୍ରୀ ↗