GOOD
INDIA
ODISHA
ଘିଡ଼ିପାବାଲି ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ: ପରମ୍ପରା ଅନୁଯାୟୀ ଶେଷକୃତ୍ୟ ପାଇଁ ପ୍ରଶାସନର ସହଯୋଗ
ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ଘିଡ଼ିପାବାଲି ଭୂସ୍ଖଳନ ଘଟଣାରେ ନିଖୋଜ ଲୋକଙ୍କୁ ଉଦ୍ଧାର ପାଇଁ ଚାଲିଥିବା ଅଭିଯାନକୁ ପାଣିପାଗ ଖରାପ ଥିବାରୁ ବୁଧବାର ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ ଦୁଇଦିନ ଭଲ ପାଗ ରହିଲେ ପୁଣି ଥରେ ଶେଷ ପ୍ରୟାସ କରାଯିବ। ମଙ୍ଗଳବାର ଗଞ୍ଜା
Read the original at ଧରିତ୍ରୀ ↗