GOOD
INDIA
ODISHA
ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା
ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା ପିଟି ପୋଷ୍ଟର ଓ ବ୍ୟାନର ଲଗାଇ ବିଭିନ୍ନ ସଂସ୍ଥା ପ୍ରଚାରପ୍ରସାର କରୁଛନ୍ତି। ଏହାଦ୍ୱାରା ବୃକ୍ଷଗୁଡ଼ିକ କ୍ଷ
Read the original at ଧରିତ୍ରୀ ↗