GOOD
INDIA
ODISHA
୪ ଦିନରେ ଗଲାଣି ୫ଜଣଙ୍କ ଜୀବନ
ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ କି ପାରିବାରିକ କଳହ, କଥାକଥାରେ ଘଟୁଛି ହିଂସାକାଣ୍ଡ। ଗତ ୪ ଦିନରେ ୫ଟି ହତ୍ୟା ଘଟିଛି, ଯାହାକୁ ନେଇ ସହରବ
Read the original at ଧରିତ୍ରୀ ↗