Flag of Indiaसत्यमेव जयते
GOOD INDIA ODISHA

ସମ୍ବଲପୁରରେ ନିୟମକୁ ଫୁ’: ବାୟୁ ପ୍ରଦୂଷଣ ସଙ୍ଗୀନ, ନୀରବ ପ୍ରଶାସନ

ସମ୍ବଲପୁର,୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଶାସନର କଟକଣା ସମ୍ପୂର୍ଣ୍ଣ ରୂପେ ଭୁଲୁଣ୍ଠିତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ସୀମା ଭିତରେ ବାଣ ଫୁ

ଧରିତ୍ରୀ Mon, 09 Nov 2026 05:21
Read the original at ଧରିତ୍ରୀ ↗