Flag of Indiaसत्यमेव जयते
GOOD INDIA ODISHA

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି ପଞ୍ଚାୟତରେ ଦ୍ୱିତୀୟ ସର୍ବାଧିକ କ୍ଷୟକ୍ଷତି ଘଟିଛି। ପ୍ରଥମ ଦୁଇ ଦିନ ଏହି ଅଞ୍ଚଳରେ ପହଞ୍ଚିବାକୁ ଅଧିକାରୀମ

ଧରିତ୍ରୀ Sun, 01 Nov 2026 03:57
Read the original at ଧରିତ୍ରୀ ↗