Flag of Indiaसत्यमेव जयते
GOOD INDIA ODISHA

‘ପ୍ରଧାନମନ୍ତ୍ରୀ ମୋଦି ଅଭିମନ୍ୟୁ ନୁହଁନ୍ତି, ବରଂ ଅର୍ଜୁନ’ ବିରୋଧୀଙ୍କୁ ଟାର୍ଗେଟ କରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଦେଲେ ଏମିତି ବୟାନ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୧: ଶ୍ରୀ କଲ୍କି ଧାମର ମୁଖ୍ୟ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ ମହାଭାରତର ‘କୌରବ’ଙ୍କ ସହ ତୁଳନା କରି ସେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ଧରିତ୍ରୀ Mon, 02 Nov 2026 05:13
Read the original at ଧରିତ୍ରୀ ↗