GOOD
INDIA
ODISHA
ଚୌଦ୍ୱାର ଜେଲ୍ର ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଘୁଞ୍ଚିଲା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଶୁଣାଣି

ପୂର୍ବତନ ଜେଲ ଡିଜି ତଥା ବର୍ତ୍ତମାନ ଗୃହ ବିଭାଗରେ ଓଏସ୍ଡି ଭାବେ ଅବସ୍ଥାପିତ ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତାହା ଘୁଞ୍ଚିଯାଇଛି। ଅକ୍ଟୋବର ୬ ତାରିଖରେ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ
Read the original at Odisha Reporter ↗