CRISIS
INDIA
ODISHA
ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ
ଦେବଗଡ଼,୨୬ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଦେବଗଡ଼ ଥାନା ନୂଆଁଗାଁ ଗ୍ରାମର ମୁନା ନାଏକ(୪୫) ବୋଲି ଜଣାପଡ଼ିଛ। ମିଳିଥିବା ସୂଚନାନୁଯାୟୀ, ମୁ
ଧରିତ୍ରୀ पर मूल खबर पढ़ें ↗