Flag of Indiaसत्यमेव जयते
GOOD INDIA ODISHA

ବଦଳିଗଲା ସବୁ ନିୟମ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟରେ ଟସ୍‌ ହୋଇପାରିନଥିଲା। ଏପରିକି ମ୍ୟାଚ ଆରମ୍ଭ ହେବାରେ ମଧ୍ୟ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ

ଧରିତ୍ରୀ Tue, 10 Nov 2026 04:50
Read the original at ଧରିତ୍ରୀ ↗