GOOD
INDIA
ODISHA
କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା
ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି ବନ୍ୟାଜଳରେ ଭାସିଯାଇଛି। ଏଭଳି ସ୍ଥିତିରେ ଦୁଃଖ ସରିନି ପୁଣି ଦୁଃଖ ମାଡ଼ି ଆସିଲାଣି। ଆସନ୍ତା ସୋମବା
Read the original at ଧରିତ୍ରୀ ↗