Flag of Indiaसत्यमेव जयते
GOOD INDIA ODISHA

ବନ୍ୟାଞ୍ଚଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍: କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ, ନବୀନଙ୍କୁ ଦିଆଯିବ ରିପୋର୍ଟ

ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ ପରିଦର୍ଶନ କରିଛି। ଶନିବାର ଟିମ୍‌ର ସଦସ୍ୟମାନେ ଚିକିଟି ଓ ପାତ୍ରପୁର ବ୍ଲକର ମଇଶାନପୁର, ସୁରଳ, କେଶରୀପଡ଼ା, ଖମ୍ବାରୀ

ଧରିତ୍ରୀ Sat, 31 Oct 2026 14:01
Read the original at ଧରିତ୍ରୀ ↗