GOOD
INDIA
ODISHA
ପୋଖରୀରେ ବୁଡ଼ି ଚାଲିଗଲା ଜେଜେ, ନାତିଙ୍କ ଜୀବନ, ଗାଁରେ ଶୋକ…
ଭଦ୍ରକ,୨୨।୧୦(ସନାତନ ରାଉତ/ରବିନାରାୟଣ ଖିଲାର): ଭଦ୍ରକ ଜିଲା ସଦର ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ମାଳିଅରୁଆ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ପାଣିରେ ବୁଡ଼ି ଜେଜେ ଏବଂ ନାତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଦୟାନିଧି ବାରିକ(୫୬) ଓ ତାଙ୍କ ୫ ବର୍ଷର ନାତି ସାଇ ଶୁଭମ୍
ଧରିତ୍ରୀ पर मूल खबर पढ़ें ↗