Flag of Indiaसत्यमेव जयते
GOOD INDIA ODISHA

ଶନିଙ୍କ ରାଶିକୁ ଚଳନ କରିବେ ରାହୁ: କର୍କଟ ସମେତ ୪ ରାଶିଙ୍କ ଉପରେ ହେବ ଧନବର୍ଷା! ଚାକିରିରେ ବଡ଼ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବର୍ତ୍ତମାନ ରାହୁ କୁମ୍ଭ ରାଶିରେ ଗୋଚର କରୁଥିବାବେଳେ ଡିସେମ୍ବର ୫ ତାରିଖରୁ ମକର ରାଶିରେ ପ୍ରବେଶ କରିବେ। ରାହୁଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ଜାତକଙ୍କ ଜୀବନରେ ସମସ୍ୟା ଆଣିପାରେ। ଅନ୍ୟପଟେ ୪ଟି ରାଶି

ଧରିତ୍ରୀ Tue, 03 Nov 2026 10:54
Read the original at ଧରିତ୍ରୀ ↗