GOOD
INDIA
ODISHA
6 Of Family Killed: ଦୁଃଖ ଦେଇଗଲା ଦୀପାବଳି: ନିଆଁ ନେଇଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

6 Of Family Killed: ଦୁଃଖ ଦେଇ ଯାଇଛି ଆଲୋକର ପର୍ବ ଦୀପାବଳି। ଏହି ପବିତ୍ର ଦିନକୁ ସମସ୍ତେ ଧୂମଧାମରେ ପାଳନ କରିଥିଲେ। ହେଲେ ଦୀପାବଳି ପାଳି ଶୋଇଥିବା ବେଳେ ଗୋଟିଏ ପରିବାରର ସହ ଘଟିଛି ଅଘଟଣ। ଘରେ ନିଆଁ ଲାଗି ଚାଲି ଯାଇଛି ଗୋଟିଏ ପରିବାରର ୬ ଜଣଙ୍କ ଜୀବନ। ସେହିପରି ଆଉ ୪ ଜଣ ଆହତ ମଧ୍ୟ
Odisha Reporter पर मूल खबर पढ़ें ↗