GOOD
INDIA
ODISHA
ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ କମ ସ୍କୋର; ଗୁରନୁର ବ୍ରାରଙ୍କ ଘାତକ ବୋଲିଂ
ନୂଆଦିଲ୍ଲୀ,୭।୧୧: ଟେଷ୍ଟ ମ୍ୟାଚ ଶୈଳୀରେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୧୩୪ ରନ ସଂଗ୍ରହ କରିଛି। ବର୍ଷା କାରଣରୁ ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ପରିସ୍ଥିତି ବ୍ୟାଟିଂ କରିବା ପାଇଁ ଅଧିକ କଷ୍ଟକର ହୋଇପଡ଼ିଥିଲା। ଏହି ଦ୍ୱିତୀୟ ଦିନିକିଆ ମ୍ୟାଚରେ ଡାରିଲ ମିଚେଲ
Read the original at ଧରିତ୍ରୀ ↗