GOOD
INDIA
ODISHA
ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍…
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ ହେଉଥିବା ପରିବର୍ତ୍ତନ ଜୀବନର ଏହିସବୁ ଦିଗକୁ ପ୍ରଭାବିତ କରିପାରେ। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ୧୪ ନଭେମ୍ୱର ୨୦୨୬ ରେ
ଧରିତ୍ରୀ पर मूल खबर पढ़ें ↗