Flag of Indiaसत्यमेव जयते
ACCOUNTABILITY POLITICS ODISHA

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଜନବସତି ଏବଂ ଘଞ୍ଚପୂର୍ଣ୍ଣ ଅଞ୍ଚଳରେ କୌଣସି ଏସ୍‌ଓପି (SOP) ଗାଇଡ୍‌ଲାଇନ୍‌ କିମ୍ବା ପ୍ରଶା

ଧରିତ୍ରୀ Wed, 04 Nov 2026 10:42 DEVELOPING
Read the original at ଧରିତ୍ରୀ ↗