GOOD
INDIA
ODISHA
ଏସିଆନ ପାରା ଗେମ୍ସରେ ଚମକିଲେ ଓଡ଼ିଶା ଆଥ୍ଲେଟ
ଭୁବନେଶ୍ୱର,୨୨ା୧୦: ଏସିଆନ ପାରା ଗେମ୍ସରେ ଓଡ଼ିଶାର ପାରା ଆଥ୍ଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ପାରା କମ୍ପାଉଣ୍ଡ ମହିଳା ଡବଲ୍ସ ଆର୍ଚେରୀରେ ରୌପ୍ୟ ପଦକ ଜିତିଥିବା ବେଳେ ଗୁରୁବାର ଜୟନ୍ତୀ ବେହେରା ମହିଳା ୪୦୦ ମି. ଟି୪୭ ଇଭେଣ୍ଟରେ ସମାନ ସଫଳତା ହାସଲ କରିଛନ୍ତି। ସେହିଭଳି
Read the original at ଧରିତ୍ରୀ ↗