REFORM
POLITICS
ODISHA
ସିଇସିଙ୍କ ବିରୋଧରେ ମହାଭିଯୋଗ ଆସିଲେ ଯାଞ୍ଚ କରାଯିବ: ବାଚସ୍ପତି
ନୂଆଦିଲ୍ଲୀ,୨୨ା୧୦: ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଅନିୟମିତତା ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିତ୍ବା ବେଳେ ତାଙ୍କ ବିରୋଧରେ ବିପକ୍ଷ ଦଳଗୁଡ଼ିକ ଯଦି ପୁନର୍ବାର ମହାଭିଯୋଗ ପ୍ରସ୍ତାବ ଆଣନ୍ତି, ତେବେ ନିୟ
Read the original at ଧରିତ୍ରୀ ↗