Flag of Indiaसत्यमेव जयते
CRISIS INDIA ODISHA

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବେହାଲ ଦିଗପହଣ୍ଡି : ମୁଖ୍ୟ ରାସ୍ତାରେ ୩ ଫୁଟ୍‌ର ପାଣି, ବ୍ୟାଙ୍କ୍‌- ଘରେ ପଶିଲା ନର୍ଦ୍ଦମା ଜଳ

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ତୁହାକୁ ତୁହା ମୁଷଳଧାରାରେ ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି। ବିଶେଷକରି ସହରର ବସଷ୍ଟାଣ୍ଡ, ୨ ନମ୍ବର ୱାର୍ଡର ସାହାଣୀ ସାହି, ବିଷ୍ଣୁପ୍ରିୟା ନଗର, କାଳିଆ ନଗର ଓ ଲକ୍ଷ୍ମୀ

ଧରିତ୍ରୀ Wed, 28 Oct 2026 17:09
Read the original at ଧରିତ୍ରୀ ↗