Flag of Indiaसत्यमेव जयते
CRISIS INDIA ODISHA

ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ, ଦୁଇ ଦିନ ହେଲାଣି ମିଳୁନି ପତ୍ତା

ନାଗାବଳୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ୧୪ ବର୍ଷୀୟ ନାବାଳକ। ରାୟଗଡ଼ାର ହାତିପଥର ନିକଟରେ ଘଟିଛି ଏହି ଅଘଟଣ। ନିଖୋଜ ନାବାଳକ ଜଣକ ହେଉଛନ୍ତି ପ୍ରଭାତ କୁମାର ପାଣି। ତାଙ୍କ ପିତାଙ୍କ ନାମ ବିଷ୍ଣୁ ପ୍ରସାଦ ପାଣି। ଗତ ନଭେମ୍ବର ୧ ତାରିଖ ମଧ୍ୟାହ୍ନରେ ନଦୀରେ ଗାଧୋଉଥିବା ବେଳ

Odisha Reporter Tue, 03 Nov 2026 10:29 DEVELOPING
Odisha Reporter पर मूल खबर पढ़ें ↗