GOOD
INDIA
ODISHA
ଧନତେରସ ପୂର୍ବରୁ ସୁନା ଦରକୁ ନେଇ ଆସିଲା ବଡ଼ ଅପଡେଟ୍, ଏକ୍ସପର୍ଟ କହିଲେ ଏବେ ସୁନା କିଣିଲେ…
ନୂଆଦିଲ୍ଲୀ,୫ା୧୧: ସୁନା ଦର ଲଗାତାର ହ୍ରାସ ପାଉଛି। ଗୋଟିଏ ସମୟରେ ସୁନା ଦର ୨ ଲକ୍ଷ ଟଙ୍କା ଟପିବ ବୋଲି ଚର୍ଚ୍ଚା ହେଉଥିଲା। ଜାନୁଆରୀ ମାସରେ ଏହାର ଦାମ ୧.୭୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା। କିନ୍ତୁ ଏବେ ସୁନା ଦର ୧.୫ ଲକ୍ଷ ଟଙ୍କା ତଳକୁ ଖସିଛି। ବିବାହ ଋତୁ ଓ ଧନତେରସ ପର୍ବ ଆସିଥିବା ବେଳ
Read the original at ଧରିତ୍ରୀ ↗