GOOD
INDIA
ODISHA
ଆବାସିକ ଅଞ୍ଚଳ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା; ୯ ମୃତ , ଦେଖନ୍ତୁ ଛାତିଥରା ଭିଡ଼ିଓ
ଟେକ୍ସାସ,୨।୧୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ରବିବାର ନଅ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବିମାନ ଏକ ଆବାସିକ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଆକାଶରୁ ଦ୍ରୁତ ଗତିରେ ତଳକୁ ଖସି ଆସି ରାସ୍ତା ଉପରେ ପିଟି ହେବା ମାତ୍ରେ ଏକ ବିଶାଳ ଅଗ୍ନିପିଣ୍ଡରେ
Read the original at ଧରିତ୍ରୀ ↗